ଲଘୁଚାପଜନିତ ବର୍ଷାରେ ଭାସିଲା ରାଜଧାନୀ: ଅଢ଼େଇ ଘଣ୍ଟାରେ ୪୩.୬ମିମି ବର୍ଷା

ଭୁବନେଶ୍ୱର : ଲଘୁଚାପଜନିତ ବର୍ଷାରେ ଆଜି ପୂରା ରାଜଧାନୀ ଉବୁଟୁବୁ ହୋଇଯାଇଛି। ପ୍ରାୟ ଅଢେଇ ଘଣ୍ଟା କାଳ ଲଗାଣ ବର୍ଷା ହେବାରୁ ରାଜଧାନୀ ଜଳାର୍ଣ୍ଣବ ହୋଇଯାଇଥିଲା। ଆଜି ଘଣ୍ଟାକୁ ୨୦ରୁ ୩୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା। ସକାଳୁ ପାଗ ଶୁଖିଲା ଥିଲେ ହେଁ ମଧ୍ୟାହ୍ନ ୧୨ଟାରୁ ଆକାଶ ମେଘାଚ୍ଛନ୍ନ ହୋଇଯାଇଥିଲା। ପବନ ସାଙ୍ଗକୁ କଳାହାଣ୍ଡିଆ ମେଘ ଚତୁର୍ଦ୍ଦିଗ ଅନ୍ଧାର କରିଦେଇଥିଲା। ତୁହାକୁତୁହା … Continue reading ଲଘୁଚାପଜନିତ ବର୍ଷାରେ ଭାସିଲା ରାଜଧାନୀ: ଅଢ଼େଇ ଘଣ୍ଟାରେ ୪୩.୬ମିମି ବର୍ଷା